ରାହୁଲ ଧରିବେ କି କଂଗ୍ରେସ ଡୋରି…?

ନୂଆଦିଲ୍ଲୀ: ରାହୁଲ‌ ଗାନ୍ଧିଙ୍କୁ ପୁଣି ଥରେ କଂଗ୍ରେସ ଅଧ୍ୟକ୍ଷ କରିବା ଆଗି ଆଜି ଦଳର କିଛି ବରିଷ୍ଠ ନେତା ଏକ ଭର୍ଚୁଆଲ ବୈଠକରେ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଦାବି ଜଣାଇଛନ୍ତି। ଦଳର ପୁରୁଖା ନେତା ତଥା ରାଜ୍ୟସଭା ସାଂସଦ ଦିଗ୍‌ବିଜୟ ସିଂହ ଏହି ପ୍ରସଙ୍ଗ ପ୍ରଥମେ ଉଠାଇଥିଲେ। ଦେଶରେ ମହାମାରୀ କୋଭିଡ୍-୧୯ର ସ୍ଥିତି ଏବଂ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିବା ଲାଗି ଉକ୍ତ ବୈଠକ ଆହୂତ … Continue reading ରାହୁଲ ଧରିବେ କି କଂଗ୍ରେସ ଡୋରି…?